ଭାବେ ଭରା ଥାଏ ଭକତର ମନ ଆଶିଷ ଆଞ୍ଜୋଳେ ଦେଉ ମା ଦାନ ସେହି ଆଶିଷରୁ କାଣିଚାଏ ପାଇଁ ଭାବେ ଭରା ଥାଏ ଭକତର ମନ ଆଶିଷ ଆଞ୍ଜୋଳେ ଦେଉ ମା ଦାନ ସେହି ଆଶିଷରୁ କାଣିଚାଏ ପାଇଁ
ଆଜି ଏ ଲଗନେ ତୁମରି ଅଙ୍ଗନେ ଘେନ ମା' ଗୋ ମୋର ହୃଦ ପ୍ରଣତି ତୁମରି ଆଶିଷେ ହସୁ ଏଇ ଧରା ଆଜି ଏ ଲଗନେ ତୁମରି ଅଙ୍ଗନେ ଘେନ ମା' ଗୋ ମୋର ହୃଦ ପ୍ରଣତି ତୁମରି ଆଶିଷେ ହସୁ ଏଇ ଧରା
ଅଭୟଦାୟିନୀ ମାଆ ସେ ଦେବ ଅଭୟ ଦୂର ହୋଇବ ଜୀବନୁ ସକଳ ଭୟ। ଅଭୟଦାୟିନୀ ମାଆ ସେ ଦେବ ଅଭୟ ଦୂର ହୋଇବ ଜୀବନୁ ସକଳ ଭୟ।
ବିଶ୍ୱ ସନ୍ତାପିତ ହୃଦେ ଡାକୁଅଛି ଗୋ ମା’ ଯୁଗେ ଯୁଗେ ପ୍ରସିଦ୍ଧ ଯେ ତୁମରି ମହିମା । ବିଶ୍ୱ ସନ୍ତାପିତ ହୃଦେ ଡାକୁଅଛି ଗୋ ମା’ ଯୁଗେ ଯୁଗେ ପ୍ରସିଦ୍ଧ ଯେ ତୁମରି ମହିମା ।
ମାଆ ସାହା ଯାହାରିକିଏ ବା ତା'ର କ'ଣ କରିଛି ପାରି ମାଆ ସାହା ଯାହାରିକିଏ ବା ତା'ର କ'ଣ କରିଛି ପାରି